Jump to content

ଛଲ୍ଲି

ଉଇକିଅଭିଧାନ‌ରୁ

ଛଲ୍ଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛଦ=ଆବରଣ+ଲା ଧାତୁ=ଦାନ କରିବା+କର୍ତ୍ତୃ. ଇ; ଯାହା ବୃକ୍ଷର ଶରୀରକୁ ଆଚ୍ଛାଦନ କରେ)[ସମ୍ପାଦନା]

୧. ଛାଲ; ଛେଲି; ବଳ୍କଳ — ୧. Bark of a tree.
୨. ଲତା —୨. A creeper.
୩. ସନ୍ତାନ —୩. Offspring.
୪. ବନ୍ୟ ପୁଷ୍ପବିଶେଷ (ଜ୍ଞାନେନ୍ଦ୍ର) — ୪. Name of a wild flower.
୫. (ଛଳ+ଇ) ଶଠ ବ୍ୟକ୍ତି —୫. A cheat.