ଚଙ୍ଗ
ଦେଖଣା
ଚଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗ=ଚନ୍ଦ୍ର+ଗମ ଧାତୁ+କର୍ତ୍ତୃ. ଅ; ଯେ ଚନ୍ଦ୍ର ନିକଟକୁ ଗମନ କରେ ଅର୍ଥାତ୍ ଚନ୍ଦ୍ର ସଙ୍ଗେ ଯାହାର ତୁଳନା କରାଯାଇ ପାରେ ବା ଯେ ଚନ୍ଦ୍ର ପରି)
[ସମ୍ପାଦନା]- ୧. ସୁନ୍ଦର —୧. Beautiful; handsome.
- ୨. ଦକ୍ଷ; କର୍ମଠ —୨. Cleaver; fit for work.
- ୩. ସୁସ୍ଥ —୩. Healthy; hale and hearty.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମଲ୍ଲ; ପହିଲିବାନ —୧. An athlet.
- ୨. ଯୋଦ୍ଧା; ସୈନ୍ୟ —୨. Warrior; soldier.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନକାସି କାମ ନ ଥିବା ସୁନା ବା ରୂପାର ବଳୟ — ୧. A gold or silver bracelet on which figures have been wrought.
- ୨. ଚମକ —୨. Fright; starling.
- ୩. ଗଞ୍ଜପାର ଆଠ ରଙ୍ଗରୁ ଏକ ରଙ୍ଗ —୩. One of the ୮ colours of the gajapa cards.
- ୪. ସିତାରର ଚୂଡ଼ା ହୋଇଥିବା ସୁର୍ — ୪. Highly pitched tune of guitar.
ଦେଶଜ - ବିଶେଷଣ -(ସଂସ୍କୃତ - ଜଙ୍ଗମ)
[ସମ୍ପାଦନା]- ୧. ଅସ୍ଥିର —୧. Restless.
- ୨. ଚାଙ୍ଗଲା —୨. Active.
- ୩. ସ୍ଫୁର୍ତ୍ତିଯୁକ୍ତ —୩. Vigorous
ପ୍ରାଦେଶିକ -(ସିଂହଭୂମ) ବିଶେଷ୍ୟ -
[ସମ୍ପାଦନା]କାଗଜଚକି; ଗୁଡ଼ି — Paper kite.