ଚଙ୍ଗ

ଉଇକିଅଭିଧାନ‌ରୁ

ଚଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ=ଚନ୍ଦ୍ର+ଗମ ଧାତୁ+କର୍ତ୍ତୃ. ଅ; ଯେ ଚନ୍ଦ୍ର ନିକଟକୁ ଗମନ କରେ ଅର୍ଥାତ୍ ଚନ୍ଦ୍ର ସଙ୍ଗେ ଯାହାର ତୁଳନା କରାଯାଇ ପାରେ ବା ଯେ ଚନ୍ଦ୍ର ପରି)[ସମ୍ପାଦନା]

୧. ସୁନ୍ଦର —୧. Beautiful; handsome.
୨. ଦକ୍ଷ; କର୍ମଠ —୨. Cleaver; fit for work.
୩. ସୁସ୍ଥ —୩. Healthy; hale and hearty.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ମଲ୍ଲ; ପହିଲିବାନ —୧. An athlet.
୨. ଯୋଦ୍ଧା; ସୈନ୍ୟ —୨. Warrior; soldier.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନକାସି କାମ ନ ଥିବା ସୁନା ବା ରୂପାର ବଳୟ — ୧. A gold or silver bracelet on which figures have been wrought.
୨. ଚମକ —୨. Fright; starling.
୩. ଗଞ୍ଜପାର ଆଠ ରଙ୍ଗରୁ ଏକ ରଙ୍ଗ —୩. One of the ୮ colours of the gajapa cards.
୪. ସିତାରର ଚୂଡ଼ା ହୋଇଥିବା ସୁର୍ — ୪. Highly pitched tune of guitar.

ଦେଶଜ - ବିଶେଷଣ -(ସଂସ୍କୃତ - ଜଙ୍ଗମ)[ସମ୍ପାଦନା]

୧. ଅସ୍ଥିର —୧. Restless.
୨. ଚାଙ୍ଗଲା —୨. Active.
୩. ସ୍ଫୁର୍ତ୍ତିଯୁକ୍ତ —୩. Vigorous

ପ୍ରାଦେଶିକ -(ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

କାଗଜଚକି; ଗୁଡ଼ି — Paper kite.