ପଞ୍ଚ ନଦ
ଦେଖଣା
ପଞ୍ଚ ନଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ନଦ=ନଦୀ)
[ସମ୍ପାଦନା]ଶତଦ୍ରୁ (ବା ସତଲଜ୍) ବିପାଶା (ବା ବ୍ୟାସ ବା ସିନ୍ଧୁ), ଇରାବତୀ (ବା ରାବୀ), ଚନ୍ଦ୍ରଭାଗା (ବା ଚେନାବ) ଓ ବିତସ୍ତା (ବା ଝେଲମ୍) ନାମକ ୫ ଗୋଟି ନଈ ସିନ୍ଧୁନଦ ଓ ତାହାର ୪ଟି ଶାଖା — The five rivers-The Sutlej, the Indus or the Westernmost branch, the Rabi, the Chenab and the Jhelum.
- ୨. ପଞ୍ଚନଦୀ—ମିଳନmdash;ଦେଶ; ଯେଉଁ ଦେଶରେ୫ ଗୋଟି ନଦୀ ମିଳିତ ହୋଇଅଛନ୍ତି —୨. A country of ୫ rivers.
- ୩. ପଞ୍ଜାବ ପ୍ରଦେଶ —୩. The province of punjab.
- ୪. ହିନ୍ଦୁମାନଙ୍କର ତୀର୍ଥବିଶେଷ — ୪. A sacred place for the Hindus.
ପଞ୍ଚନଦେ ଗଲେଟି ପଞ୍ଚଯୋଗ ଫଳ କୃଷ୍ଣସିଂହ, ମହାଭାରତ ବନ
- ୫. ପଞ୍ଚଗଙ୍ଗା; କାଶୀର ଅନ୍ତର୍ଗତ ତୀର୍ଥବିଶେଷ — ୫. Name of a sacred place in Benares.