ପଞ୍ଚ ନଦ

ଉଇକିଅଭିଧାନ‌ରୁ

ପଞ୍ଚ ନଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ନଦ=ନଦୀ)[ସମ୍ପାଦନା]

ଶତଦ୍ରୁ (ବା ସତଲଜ୍) ବିପାଶା (ବା ବ୍ୟାସ ବା ସିନ୍ଧୁ), ଇରାବତୀ (ବା ରାବୀ), ଚନ୍ଦ୍ରଭାଗା (ବା ଚେନାବ) ଓ ବିତସ୍ତା (ବା ଝେଲମ୍) ନାମକ ୫ ଗୋଟି ନଈ ସିନ୍ଧୁନଦ ଓ ତାହାର ୪ଟି ଶାଖା — The five rivers-The Sutlej, the Indus or the Westernmost branch, the Rabi, the Chenab and the Jhelum.

୨. ପଞ୍ଚନଦୀ—ମିଳନmdash;ଦେଶ; ଯେଉଁ ଦେଶରେ୫ ଗୋଟି ନଦୀ ମିଳିତ ହୋଇଅଛନ୍ତି —୨. A country of ୫ rivers.
୩. ପଞ୍ଜାବ ପ୍ରଦେଶ —୩. The province of punjab.
୪. ହିନ୍ଦୁମାନଙ୍କର ତୀର୍ଥବିଶେଷ — ୪. A sacred place for the Hindus.

ପଞ୍ଚନଦେ ଗଲେଟି ପଞ୍ଚଯୋଗ ଫଳ କୃଷ୍ଣସିଂହ, ମହାଭାରତ ବନ

୫. ପଞ୍ଚଗଙ୍ଗା; କାଶୀର ଅନ୍ତର୍ଗତ ତୀର୍ଥବିଶେଷ — ୫. Name of a sacred place in Benares.