ଧରାଧରି
ଦେଖଣା
ଧରାଧରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୁଣ୍ଡିଆ କୁଣ୍ଢେଇ — ୧. Embracing each other.
ବିଜୟୀ ବରାହବରେ ତୋଷେ ଧରାଧରି—ଗୋଲକ ଇନ୍ଦୁରେଖ
- ୨. ଅନ୍ୟୋ଼ଽନ୍ୟରେ ଧରିବା; ଧରାପରା — ୨. Holding or seizing each other.
ମରାମରି ହୋଇଣ ହେଲେ ଧରାଧରି କୃଷ୍ଣସିଂହ ସହାଭାରତ ସଭା
- ୩. ଭୂମିରୁ ଟେକାଟେକି କରିବା — ୩. Lifting up from theh ground.
- ୪. ସନିର୍ବନ୍ଧ ଅନୁରୋଧ କରିବା — ୪. Making of pressing request.
- ୫. ଘାଆ ବ୍ରଣ ଆଦି ମନ୍ତ୍ର ପ୍ରୟୋଗଦ୍ୱାରା ଦୁରାରୋଗ୍ୟ କରିବା — ୫. Making a wound fester by means of charms.
- ୬. କୌଣସି ବସ୍ତୁକୁ ବହୁବାର ଧରିବା —୬. Repeated holding or handling (of any thing).
ଆରେ ଧିରାବର, ଧରାଧରି କଲେ ରମ୍ୟ ପୟୋଧରି କବିସୂର୍ଯ୍ୟ, ସଙ୍ଗୀତ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କଳି କରି ପରସ୍ପର ବଳ କଷାକଷି ହେଉଥିବା (ଦୁଇଜଣ) —(two person) Duelling with each other.
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ବା ଆଶକ୍ତି ସତ୍ୱେ କୌଣସି ବ୍ୟକ୍ତି ପ୍ରତି ଜବରଦସ୍ତି ବା ବଳପ୍ରୟୋଗ— ପୂର୍ବକ ବା ଭୁମିରୁ ଉଠାଇ (କୌଣସି କାର୍ଯ୍ୟ କରାଇବା) — (to make a person do a thing.) Against one's wish inspite of one's inabilitys' by the use of force or coercion.
ଠ ଅରୁ ନ ଉଠେ ବର, ଧରାଧରି ବାହା କର ଢ଼ଗ