Jump to content

ଧରାଧରି

ଉଇକିଅଭିଧାନ‌ରୁ

ଧରାଧରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୁଣ୍ଡିଆ କୁଣ୍ଢେଇ — ୧. Embracing each other.

ବିଜୟୀ ବରାହବରେ ତୋଷେ ଧରାଧରି—ଗୋଲକ ଇନ୍ଦୁରେଖ

୨. ଅନ୍ୟୋ଼ଽନ୍ୟରେ ଧରିବା; ଧରାପରା — ୨. Holding or seizing each other.

ମରାମରି ହୋଇଣ ହେଲେ ଧରାଧରି କୃଷ୍ଣସିଂହ ସହାଭାରତ ସଭା

୩. ଭୂମିରୁ ଟେକାଟେକି କରିବା — ୩. Lifting up from theh ground.
୪. ସନିର୍ବନ୍ଧ ଅନୁରୋଧ କରିବା — ୪. Making of pressing request.
୫. ଘାଆ ବ୍ରଣ ଆଦି ମନ୍ତ୍ର ପ୍ରୟୋଗଦ୍ୱାରା ଦୁରାରୋଗ୍ୟ କରିବା — ୫. Making a wound fester by means of charms.
୬. କୌଣସି ବସ୍ତୁକୁ ବହୁବାର ଧରିବା —୬. Repeated holding or handling (of any thing).

ଆରେ ଧିରାବର, ଧରାଧରି କଲେ ରମ୍ୟ ପୟୋଧରି କବିସୂର୍ଯ୍ୟ, ସଙ୍ଗୀତ


ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କଳି କରି ପରସ୍ପର ବଳ କଷାକଷି ହେଉଥିବା (ଦୁଇଜଣ) —(two person) Duelling with each other.

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ବା ଆଶକ୍ତି ସତ୍ୱେ କୌଣସି ବ୍ୟକ୍ତି ପ୍ରତି ଜବରଦସ୍ତି ବା ବଳପ୍ରୟୋଗ— ପୂର୍ବକ ବା ଭୁମିରୁ ଉଠାଇ (କୌଣସି କାର୍ଯ୍ୟ କରାଇବା) — (to make a person do a thing.) Against one's wish inspite of one's inabilitys' by the use of force or coercion.

ଠ ଅରୁ ନ ଉଠେ ବର, ଧରାଧରି ବାହା କର ଢ଼ଗ