ମଙ୍ଗ
ଦେଖଣା
ମଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମଙ୍ଗ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ନୌକାର ମୁଣ୍ଡ; ନୌକାର କର୍ଣ୍ଣ (ହିନ୍ଦୀ - ଶ) —୧. The end of
ଅନୁବାଦ
[ସମ୍ପାଦନା]head a boat; the prow of a boat (Apte).
[ଦ୍ରଷ୍ଟବ୍ୟ —ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି]
- ୨. ଜାହାଜର ପାର୍ଶ୍ୱ —୨. The side of a ship (Apte)
ଅନୁବାଦ
[ସମ୍ପାଦନା]ମଙ୍ଗ
|
(ଅମଙ୍ଗ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମଙ୍ଗିବା; ସ୍ୱୀକାର; ସମ୍ମତି —Consent; agreeing to athing.
ଅନୁବାଦ
[ସମ୍ପାଦନା]ମଙ୍ଗ
|
ବିଶେଷଣ -
[ସମ୍ପାଦନା]ସ୍ୱୀକୃତି — Agreeable; consenting; agreeing.