ମଙ୍ଗ

ଉଇକିଅଭିଧାନ‌ରୁ

ମଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମଙ୍ଗ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

୧. ନୌକାର ମୁଣ୍ଡ; ନୌକାର କର୍ଣ୍ଣ (ହିନ୍ଦୀ - ଶ) —୧. The end of

ଅନୁବାଦ[ସମ୍ପାଦନା]

head a boat; the prow of a boat (Apte).

[ଦ୍ରଷ୍ଟବ୍ୟ —ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି]

୨. ଜାହାଜର ପାର୍ଶ୍ୱ —୨. The side of a ship (Apte)

ଅନୁବାଦ[ସମ୍ପାଦନା]

(ଅମଙ୍ଗ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମଙ୍ଗିବା; ସ୍ୱୀକାର; ସମ୍ମତି —Consent; agreeing to athing.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

ସ୍ୱୀକୃତି — Agreeable; consenting; agreeing.