ମଞ୍ଜାରୀ
Appearance
ମଞ୍ଜାରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଞ୍ଜାରୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଜ୍ଜ୍ରୀ)
[ସମ୍ପାଦନା]- ୧. ବିରାଡ଼ି —୧. Cat.
(ଉ— ଦୃଢ଼େଣ ଚାପିଲେ ଅଧରେ, ଯେହ୍ନେ ମଞ୍ଜାରୀ ମୂଷା ଧରେ ଜଗନ୍ନାଥ ଭାଗବତ)
(ଉ— ଅଲିଅଳ ଘର ମଞ୍ଜାରୀ, ପୋକ ଖାଇଗଲେ ଝିଞ୍ଜାରି ଢ଼ଗ)
- ୨. (ସଂସ୍କୃତ - ମନ୍ଦାର) ପାଳଧୂଆ ଗଛପରି ଏକପ୍ରକାର ଗଛ — ୨. Erythrina Suberosa (Haines)
[ଦ୍ରଷ୍ଟବ୍ୟ — ଗୁଆଗଛମାନ ଥଣ୍ଡା ରହିବ ବୋଲି ଗୁଆ ବାଡ଼ିରେ ଏ ଗଛ ଲଗାଯାଏ]