Jump to content

ମଞ୍ଜାରୀ

ଉଇକିଅଭିଧାନ‌ରୁ

ମଞ୍ଜାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଜ୍ଜ୍ରୀ)[ସମ୍ପାଦନା]

୧. ବିରାଡ଼ି —୧. Cat.

(ଉ— ଦୃଢ଼େଣ ଚାପିଲେ ଅଧରେ, ଯେହ୍ନେ ମଞ୍ଜାରୀ ମୂଷା ଧରେ ଜଗନ୍ନାଥ ଭାଗବତ)

(ଉ— ଅଲିଅଳ ଘର ମଞ୍ଜାରୀ, ପୋକ ଖାଇଗଲେ ଝିଞ୍ଜାରି ଢ଼ଗ)

୨. (ସଂସ୍କୃତ - ମନ୍ଦାର) ପାଳଧୂଆ ଗଛପରି ଏକପ୍ରକାର ଗଛ — ୨. Erythrina Suberosa (Haines)

[ଦ୍ରଷ୍ଟବ୍ୟ — ଗୁଆଗଛମାନ ଥଣ୍ଡା ରହିବ ବୋଲି ଗୁଆ ବାଡ଼ିରେ ଏ ଗଛ ଲଗାଯାଏ]