ବିନ୍ଦୁ
ଦେଖଣା
ବିନ୍ଦୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବିନ୍ଦ୍ ଧାତୁ+ସଂଜ୍ଞାର୍ଥେ କର୍ମ ଉ)
[ସମ୍ପାଦନା]- ୧. କଣିକା ମାତ୍ର; କଣା —୧. A very minute portion.
- ୨. ତରଳ ଦ୍ରବ୍ୟର ଟୋପା —୨. Drop.
- ୩. ବୁନ୍ଦା; କ୍ଷୁଦ୍ର ଚିହ୍ନ — ୩. A very small mark; spot; a dot
- ୪. ଅନୁସ୍ୱାର —୪. The nasal alphabet representing 'ṁ' and represented by a dot.
- ୫. ବୀର୍ଯ୍ୟ; ଶୁତ୍ର —୫. Semen.
- ୬. (ଜ୍ୟାମିତ) ଦୈର୍ଘ୍ୟ, ବିସ୍ତାର ଓ ବେଧରହିତ ଅବସ୍ଥିତିଜ୍ଞାପକ ଚିହ୍ନ — (Geometry) A point that has no magnitude but has only position.
- ୭. ଭ୍ରମୁଧ୍ୟ — ୭. The middlemost point of the forehead between the eyebrows.
- ୮. ହସ୍ତୀଶୁଣ୍ଡରେ ବିରଚିତ ରଙ୍ଗର ଟୋପା —୮. Spots painted on the trunk of a elephant.
- ୯. କପାଳରେ ଦିଆଯିବା ଚନ୍ଦନାଦିର ଟୋପା —୯. Small circular mark of sandalpaste, vermillion etc put on the middle of the brow.
- ୧. (ନାଟକରେ) ଗୁଣୀଭୂତ ପରସ୍ପର ଘଟନା —୧୦. Inter-related incidents in a drama.
- ୧୧. ପାଣ୍ଡୁଲିପିଆଦିରେ କଟା ହୋଇଥିବା ଶବ୍ଦମାନଙ୍କ ଉପରେ ଦିଆଯିବା ବିନ୍ଦୁଚିହ୍ନ, (ଯଦ୍ଦ୍ୱାରା ଉକ୍ତ ଶଦ୍ଦମାନ କଟା ନ ହେବାର ସୂଚିତ ହୁଏ — ୧୧. (In manuscripts) Marks of points put over an erased word indicating that the word should not be erased (Apte).
ସଂସ୍କୃତ - ବିଶେଷଣ - (ବିନ୍ଦ ଧାତୁ+କର୍ତ୍ତୃ ଉ)
[ସମ୍ପାଦନା]- ୧. ବେତ୍ତା; ଜ୍ଞାତା; ଜ୍ଞାନୀ —୧. Knowing; wise (Apte).
- ୪. ଦାତା; ଦାନଶୀଳ —୨. Besto wing; munificent; liberal (Apte.)