ବିନ୍ଦୁ

ଉଇକିଅଭିଧାନ‌ରୁ

ବିନ୍ଦୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବିନ୍ଦ୍ ଧାତୁ+ସଂଜ୍ଞାର୍ଥେ କର୍ମ ଉ)[ସମ୍ପାଦନା]

୧. କଣିକା ମାତ୍ର; କଣା —୧. A very minute portion.
୨. ତରଳ ଦ୍ରବ୍ୟର ଟୋପା —୨. Drop.
୩. ବୁନ୍ଦା; କ୍ଷୁଦ୍ର ଚିହ୍ନ — ୩. A very small mark; spot; a dot
୪. ଅନୁସ୍ୱାର —୪. The nasal alphabet representing 'ṁ' and represented by a dot.
୫. ବୀର୍ଯ୍ୟ; ଶୁତ୍ର —୫. Semen.
୬. (ଜ୍ୟାମିତ) ଦୈର୍ଘ୍ୟ, ବିସ୍ତାର ଓ ବେଧରହିତ ଅବସ୍ଥିତିଜ୍ଞାପକ ଚିହ୍ନ — (Geometry) A point that has no magnitude but has only position.
୭. ଭ୍ରମୁଧ୍ୟ — ୭. The middlemost point of the forehead between the eyebrows.
୮. ହସ୍ତୀଶୁଣ୍ଡରେ ବିରଚିତ ରଙ୍ଗର ଟୋପା —୮. Spots painted on the trunk of a elephant.
୯. କପାଳରେ ଦିଆଯିବା ଚନ୍ଦନାଦିର ଟୋପା —୯. Small circular mark of sandalpaste, vermillion etc put on the middle of the brow.
୧. (ନାଟକରେ) ଗୁଣୀଭୂତ ପରସ୍ପର ଘଟନା —୧୦. Inter-related incidents in a drama.
୧୧. ପାଣ୍ଡୁଲିପିଆଦିରେ କଟା ହୋଇଥିବା ଶବ୍ଦମାନଙ୍କ ଉପରେ ଦିଆଯିବା ବିନ୍ଦୁଚିହ୍ନ, (ଯଦ୍ଦ୍ୱାରା ଉକ୍ତ ଶଦ୍ଦମାନ କଟା ନ ହେବାର ସୂଚିତ ହୁଏ — ୧୧. (In manuscripts) Marks of points put over an erased word indicating that the word should not be erased (Apte).

ସଂସ୍କୃତ - ବିଶେଷଣ - (ବିନ୍ଦ ଧାତୁ+କର୍ତ୍ତୃ ଉ)[ସମ୍ପାଦନା]

୧. ବେତ୍ତା; ଜ୍ଞାତା; ଜ୍ଞାନୀ —୧. Knowing; wise (Apte).
୪. ଦାତା; ଦାନଶୀଳ —୨. Besto wing; munificent; liberal (Apte.)