ସଦ୍ୟଃକୃତ
(ସଦ୍ୟକୃତ—ଅନ୍ୟରୂପ, ବିଶ୍ୱକୋଷ)
ସଂସ୍କୃତ - ବିଶେଷଣ -[ସମ୍ପାଦନା]
- ୧. କିଛିକ୍ଷଣ ପୂର୍ବେ କରା ଯାଇଥିବା — ୧. Recently done.
- ୨. ତତ୍କ୍ଷଣାତ —୨. Done immediately.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ଆଖ୍ୟା —୧. Appellation.
- ୨. ସଂଜ୍ଞା —୨. Definition.
- ୩. ନାମ — ୩. Name.