ସଦ୍ୟଃ
ସଦ୍ୟଃ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ଅ [ସ=ସମାନ+ଦ୍ୟସ୍ (ଦିବା ଶଦ୍ୱଜ); ସମେ ଦିବସେ; =ସେହି ଦିନ; ଏକା ଦିନରେ][ସମ୍ପାଦନା]
- ୧. ସପଦି; ତତ୍କ୍ଷଣେ; ସେହିକ୍ଷଣି; ତତ୍କାଳେ —୧. Immediately; at once.
- ୨. ସେହି ମୂହୁର୍ତ୍ତରେ —୨. At that moment.
- ୩. ବର୍ତ୍ତମାନ ସମୟରେ —୩. At the present moment.
- ୪. ଉପସ୍ଥିତ ଦିବସରେ — ୪. On the very day; the same day.
[ଦ୍ରଷ୍ଟବ୍ୟ —ଏଥିରେ ଓଡ଼ିଆ ଆପଭ୍ରଂଶ 'ସଜ']