ସଦ୍ୟଃ

ଉଇକିଅଭିଧାନ‌ରୁ

ସଦ୍ୟଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ଅ [ସ=ସମାନ+ଦ୍ୟସ୍ (ଦିବା ଶଦ୍ୱଜ); ସମେ ଦିବସେ; =ସେହି ଦିନ; ଏକା ଦିନରେ][ସମ୍ପାଦନା]

୧. ସପଦି; ତତ୍କ୍ଷଣେ; ସେହିକ୍ଷଣି; ତତ୍କାଳେ —୧. Immediately; at once.
୨. ସେହି ମୂହୁର୍ତ୍ତରେ —୨. At that moment.
୩. ବର୍ତ୍ତମାନ ସମୟରେ —୩. At the present moment.
୪. ଉପସ୍ଥିତ ଦିବସରେ — ୪. On the very day; the same day.

[ଦ୍ରଷ୍ଟବ୍ୟ —ଏଥିରେ ଓଡ଼ିଆ ଆପଭ୍ରଂଶ 'ସଜ']