ଜଣାଇବା
ଦେଖଣା
ଜଣାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜଣେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଜ୍ଞା ଧାତୁ ଣିଚ୍, ଜ୍ଞାପି ଧାତୁ; ଜାଣିବାର ଣିଜନ୍ତରୂପ)
[ସମ୍ପାଦନା]- ୧. ଜ୍ଞାପନକରିବା — ୧. To notify; to inform.
- ୨. ଦେବତା ବା ରାଜା ଆଦିଙ୍କ ନିକଟରେ ନିବେଦନ କରିବା — ୨. To represent to a superior or Deity.
- ୩. ପ୍ରାର୍ଥନା କରିବା —୩. To pray; to solicit.
[ ଦ୍ର ଏକ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]