Jump to content

ଜଣାଇବା

ଉଇକିଅଭିଧାନ‌ରୁ

ଜଣାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ଜଣେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଜ୍ଞା ଧାତୁ ଣିଚ୍, ଜ୍ଞାପି ଧାତୁ; ଜାଣିବାର ଣିଜନ୍ତରୂପ)[ସମ୍ପାଦନା]

୧. ଜ୍ଞାପନକରିବା — ୧. To notify; to inform.
୨. ଦେବତା ବା ରାଜା ଆଦିଙ୍କ ନିକଟରେ ନିବେଦନ କରିବା — ୨. To represent to a superior or Deity.
୩. ପ୍ରାର୍ଥନା କରିବା —୩. To pray; to solicit.

[ ଦ୍ର ଏକ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]