ଉଇକିଅଭିଧାନ:ବଛା ଶବ୍ଦ/୨୦୧୬/ସେପ୍ଟେମ୍ବର

ଉଇକିଅଭିଧାନ‌ରୁ

ଚଉରା

ଉଚ୍ଚାରଣ: Chaurā
ଶବ୍ଦ ବିନ୍ୟାସ: ସଂସ୍କୃତ - ଚତ୍ୱର; ଚତ୍ୱାର
ଦେଶଜ - ବିଶେଷ୍ୟ

  1. ଗୃହସଂଲଗ୍ନ ଯେଉଁ ମାଟି; ପଥର ବା ଇଟା ନିର୍ମିତ ସ୍ତୁପରେ ତୁଳସୀବୃକ୍ଷ ଲଗା ହୋଇଥାଏ; ତୁଳସୀଚଉରା

[ଉଦାହରଣ —ସୁବର୍ଣ୍ଣ ଚଉରା ଧାଡ଼ୀ ଧାଡ଼ୀ ଶୋଭା ଦିଶୁଆନ୍ତି ତଥିତଳ ସେ ବିଶ୍ୱନାଥ ।- ବିଚିତ୍ରରାମାୟଣ]