Jump to content

ଉଇକିଅଭିଧାନ:ବଛା ଶବ୍ଦ

ଉଇକିଅଭିଧାନ‌ରୁ

ପ୍ରତି ମାସରେ ଗୋଟିଏ ଶବ୍ଦକୁ ବଛା ଶବ୍ଦ ଭାବେ ଚୟନ କରାଯାଇଥାଏ । ଏହା ଓଡ଼ିଆ ଉଇକିଅଭିଧାନର ପ୍ରଧାନ ପୃଷ୍ଠାରେ ସ୍ଥାନ ପାଏ । ଆଗାମୀ ମାସଗୁଡ଼ିକ ପାଇଁ ଏଠାରେ (ଉଇକିଅଭିଧାନ:ବଛା ଶବ୍ଦ/ମତାମତ) ନିଜ ମତାମତ ଦେଇ ପାରିବେ ।


Archive

ଏ ମାସର ବଛା ଶବ୍ଦ

[ସମ୍ପାଦନା]

ଗରୁଡ଼

ଉଚ୍ଚାରଣ: Garuṟḍ̠a
ଶବ୍ଦ ବିନ୍ୟାସ: ଗର=ବିଷ+ଉଡ଼ ଧାତୁ=ନାଶ କରିବା+କର୍ତ୍ତୃ. ଅ
ସଂସ୍କୃତ - ବିଶେଷ୍ୟ

  1. ବିନତାନନ୍ଦନ; ବିଷ୍ଣୁଙ୍କର ବାହନ

ଅଭିଲେଖ

[ସମ୍ପାଦନା]

ଇତିହାସ

[ସମ୍ପାଦନା]