ଷଡଙ୍ଗୁଳ
ଷଡଙ୍ଗୁଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଷଟ୍+ଅଙ୍ଗୁଳ)[ସମ୍ପାଦନା]
ଛଅ ଆଙ୍ଗୁଳି ପରିମାଣ — Measure of six fingers.
ସଂସ୍କୃତ - ବିଶେଷଣ -[ସମ୍ପାଦନା]
- ୧. ଛଅ ଆଙ୍ଗୁଳି ପରିମିତ —୧. Measuring six digits (୩ inches).
- ୨. ଛଅ ଆଙ୍ଗୁଠିଆ ବ୍ୟକ୍ତି; ଯେଉଁ ବ୍ୟକ୍ତିର ହାତରେ ବା ଗୋଡରେ ସାଧାରଣ ପାଞ୍ଚ ଆଙ୍ଗୁଳିରୁ ଅଧିକା ଗୋଟିଏ ଆଙ୍ଗୁଠି ଥାଏ —୨. (a person) Having ୬ instead of ୫ fingers in each or any of his hands or legs.