ଷଡଙ୍ଗୁଳ
ଦେଖଣା
ଷଡଙ୍ଗୁଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଷଟ୍+ଅଙ୍ଗୁଳ)
[ସମ୍ପାଦନା]ଛଅ ଆଙ୍ଗୁଳି ପରିମାଣ — Measure of six fingers.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଛଅ ଆଙ୍ଗୁଳି ପରିମିତ —୧. Measuring six digits (୩ inches).
- ୨. ଛଅ ଆଙ୍ଗୁଠିଆ ବ୍ୟକ୍ତି; ଯେଉଁ ବ୍ୟକ୍ତିର ହାତରେ ବା ଗୋଡରେ ସାଧାରଣ ପାଞ୍ଚ ଆଙ୍ଗୁଳିରୁ ଅଧିକା ଗୋଟିଏ ଆଙ୍ଗୁଠି ଥାଏ —୨. (a person) Having ୬ instead of ୫ fingers in each or any of his hands or legs.