ଘରା
Appearance
ଘରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର)
[ସମ୍ପାଦନା]- ୧. କୌଣସି ପଦାର୍ଥ ରହିବାର ନିର୍ଦ୍ଦିଷ୍ଟ ଛିଦ୍ର ବା ସ୍ଥାନ; ଠଣା —୧. Proper place or niche for a thing.
- ୨. କୋଠରି; ରେଖାବିଶିଷ୍ଟ କ୍ଷେତ୍ର — ୨. Groove; bounded figure.
- ୩. ବନ୍ଧୁକ ବା ତୋପର ପାର୍ଶ୍ୱରେ ଥିବା ନିଆଁ ଲଗାଇବାର ଛିଦ୍ର —୩. The side-bore of a gun or cannon (in its breech) for firing it; touch-hole of a gun.
- ୪. କୌଣସି ବସ୍ତୁର ଘର୍ଷଣ ଯୋଗୁଁ ଅନ୍ୟ ପଦାର୍ଥରେ ହୋଇଯିବା ଲମ୍ୱ ଛିଦ୍ର —୪. Channel or groove eaten into the body of a thing by constant friction of another thing; loophole.
- ୫. କୁର୍ତ୍ତାରେ ଥିବା ବୋତାମ ଲାଗିବା ଛିଦ୍ର — ୫. Button-hole of a garment.
- ୬. ଛିଦ୍ର —୬. A hole.
- ୭. ପକ୍ଷୀର ବସା —୭. Bird's nest.
- ୮. ସ୍ଥାନଭ୍ରଷ୍ଟ ଜରାୟୁ, ପ୍ଳୀହା ଆଦିର ମୂଳ ସ୍ଥାନ — ୮. Proper place or original position of a displaced organ.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ମହୁଫେଣା —୧. Hive.
- ୨. ଗାଈର ପହ୍ନା —୨. Udder of a cow.
- ୩. ବ୍ୟାଦ୍ର ଆଦି ବନ୍ୟଜନ୍ତୁଙ୍କ ଗର୍ତ୍ତ —୩. Lair or den of wild beasts.