Jump to content

ଘରା

ଉଇକିଅଭିଧାନ‌ରୁ

ଘରା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର)

[ସମ୍ପାଦନା]
୧. କୌଣସି ପଦାର୍ଥ ରହିବାର ନିର୍ଦ୍ଦିଷ୍ଟ ଛିଦ୍ର ବା ସ୍ଥାନ; ଠଣା —୧. Proper place or niche for a thing.
୨. କୋଠରି; ରେଖାବିଶିଷ୍ଟ କ୍ଷେତ୍ର — ୨. Groove; bounded figure.
୩. ବନ୍ଧୁକ ବା ତୋପର ପାର୍ଶ୍ୱରେ ଥିବା ନିଆଁ ଲଗାଇବାର ଛିଦ୍ର —୩. The side-bore of a gun or cannon (in its breech) for firing it; touch-hole of a gun.
୪. କୌଣସି ବସ୍ତୁର ଘର୍ଷଣ ଯୋଗୁଁ ଅନ୍ୟ ପଦାର୍ଥରେ ହୋଇଯିବା ଲମ୍ୱ ଛିଦ୍ର —୪. Channel or groove eaten into the body of a thing by constant friction of another thing; loophole.
୫. କୁର୍ତ୍ତାରେ ଥିବା ବୋତାମ ଲାଗିବା ଛିଦ୍ର — ୫. Button-hole of a garment.
୬. ଛିଦ୍ର —୬. A hole.
୭. ପକ୍ଷୀର ବସା —୭. Bird's nest.
୮. ସ୍ଥାନଭ୍ରଷ୍ଟ ଜରାୟୁ, ପ୍ଳୀହା ଆଦିର ମୂଳ ସ୍ଥାନ — ୮. Proper place or original position of a displaced organ.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ମହୁଫେଣା —୧. Hive.
୨. ଗାଈର ପହ୍ନା —୨. Udder of a cow.
୩. ବ୍ୟାଦ୍ର ଆଦି ବନ୍ୟଜନ୍ତୁଙ୍କ ଗର୍ତ୍ତ —୩. Lair or den of wild beasts.