ଘରୁଆ
Appearance
ଘରୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର)
[ସମ୍ପାଦନା]- ୧. ଗୃହସ୍ଥ ବ୍ୟକ୍ତି — ୧. A house-holder.
- ୨. ଏକ ଘରେ ବାସ କରୁଥିବା ବ୍ୟକ୍ତି — ୨. An inmate of the house.
ଅନୁବାଦ
[ସମ୍ପାଦନା]ଘରୁଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସତ୍କୁଳପ୍ରସ୍ତୁତ —୧. Born of a res- pectable family.
- ୨. ଘରକରଣା; ଉତ୍ତମ ବୈଷୟିକ ଅବସ୍ଥାପନ୍ନ ପରିବାରର (ବ୍ୟକ୍ତି) —୨. Belonging to a well-to-do family.
- ୩. ଗୃହସ୍ଥିତ —୩. Situatted in the house.
- ୪. ଗୃହପାଳିତ —୪. Domesticated.
- ୫. ପାରିବାରିକ —୫. Relating to the family.
- ୬. ଯେ ଊତ୍ତମରୂପେ ପରିବାର ଚଳାଏ — ୬. Ably managing a house-hold.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଆତ୍ମୀୟ; ସ୍ୱଜନ —Relative.