Jump to content

ଘରୁଆ

ଉଇକିଅଭିଧାନ‌ରୁ

ଘରୁଆ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘର)

[ସମ୍ପାଦନା]
୧. ଗୃହସ୍ଥ ବ୍ୟକ୍ତି — ୧. A house-holder.
୨. ଏକ ଘରେ ବାସ କରୁଥିବା ବ୍ୟକ୍ତି — ୨. An inmate of the house.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସତ୍କୁଳପ୍ରସ୍ତୁତ —୧. Born of a res- pectable family.
୨. ଘରକରଣା; ଉତ୍ତମ ବୈଷୟିକ ଅବସ୍ଥାପନ୍ନ ପରିବାରର (ବ୍ୟକ୍ତି) —୨. Belonging to a well-to-do family.
୩. ଗୃହସ୍ଥିତ —୩. Situatted in the house.
୪. ଗୃହପାଳିତ —୪. Domesticated.
୫. ପାରିବାରିକ —୫. Relating to the family.
୬. ଯେ ଊତ୍ତମରୂପେ ପରିବାର ଚଳାଏ — ୬. Ably managing a house-hold.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଆତ୍ମୀୟ; ସ୍ୱଜନ —Relative.