ଘଷିବା
ଘଷିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
(ଘଷାଇବା—ଣିଜନ୍ତ)
ଦେଶଜ - କ୍ରି. (ଘୃଷ୍ ଧାତୁ)[ସମ୍ପାଦନା]
- ୧. ଘର୍ଷଣ କରିବା; ରଗଡ଼ିବା; ମଳିବା —୧. To rub.
ଚକ୍ଷୁ ଘଷଇ ବେନ ହସ୍ତେ, ଶିବକୁ ଦେଖିଲା ଅଗ୍ରତେ ଜଗନ୍ନାଥ. ଭାଗବତ
- ୨. ଅନ୍ୟର ପାଦାଦି ଘର୍ଷଣ କରିବା; ମଞ୍ଚାଳବା —୨. To massage the limbs of another.
- ୩. ପାଲିସ୍ କରିବା —୩. To polish; to brush.
- ୪. ମାଜି କରି ସଫା କରିବା — ୪. To clean by brushing; to scour.
- ୫. ବାଟିବା —୫. To crush; to bruise.