Jump to content

ଘଷିବା

ଉଇକିଅଭିଧାନ‌ରୁ

ଘଷିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

(ଘଷାଇବା—ଣିଜନ୍ତ)

ଦେଶଜ - କ୍ରି. (ଘୃଷ୍ ଧାତୁ)

[ସମ୍ପାଦନା]
୧. ଘର୍ଷଣ କରିବା; ରଗଡ଼ିବା; ମଳିବା —୧. To rub.

ଚକ୍ଷୁ ଘଷଇ ବେନ ହସ୍ତେ, ଶିବକୁ ଦେଖିଲା ଅଗ୍ରତେ ଜଗନ୍ନାଥ. ଭାଗବତ

୨. ଅନ୍ୟର ପାଦାଦି ଘର୍ଷଣ କରିବା; ମଞ୍ଚାଳବା —୨. To massage the limbs of another.
୩. ପାଲିସ୍ କରିବା —୩. To polish; to brush.
୪. ମାଜି କରି ସଫା କରିବା — ୪. To clean by brushing; to scour.
୫. ବାଟିବା —୫. To crush; to bruise.