ଘର ଧରିବା
Appearance
ଘର ଧରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘର ଧରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଦୂରଦେଶରୁ ଆସି ଘରେ ପହଞ୍ଚିବା — ୧. To reach the house on coming back from abroad.
- ୨. ନିଜର ଭ୍ରାନ୍ତି ବୁଝି ପାରିବା — ୨. To find out one's error.
- ୩. ଚିନ୍ତାମଗ୍ନ ହେବା — ୩. To be immersed in thought.
- ୪. ନିଜର ଅବସ୍ଥା ଉପଲବ୍ଧି କରିବା — ୪. To understand one's own situation.
(ଯଥା—ତା ମନ ଘର ଧରିଲାଣି)
ପ୍ରାଦେଶିକ - ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା](ବାଳିକା) ପ୍ରଥମେ ଋତୁମତୀ ହେବା; ଘରଯୋଗ୍ୟ ହେବା —(a girl) To have the first menses.