Jump to content

ଘର ଧରିବା

ଉଇକିଅଭିଧାନ‌ରୁ

ଘର ଧରିବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଦୂରଦେଶରୁ ଆସି ଘରେ ପହଞ୍ଚିବା — ୧. To reach the house on coming back from abroad.
୨. ନିଜର ଭ୍ରାନ୍ତି ବୁଝି ପାରିବା — ୨. To find out one's error.
୩. ଚିନ୍ତାମଗ୍ନ ହେବା — ୩. To be immersed in thought.
୪. ନିଜର ଅବସ୍ଥା ଉପଲବ୍ଧି କରିବା — ୪. To understand one's own situation.

(ଯଥା—ତା ମନ ଘର ଧରିଲାଣି)

ପ୍ରାଦେଶିକ - ଗଞ୍ଜାମ)କ୍ରିୟାପଦ -

[ସମ୍ପାଦନା]

(ବାଳିକା) ପ୍ରଥମେ ଋତୁମତୀ ହେବା; ଘରଯୋଗ୍ୟ ହେବା —(a girl) To have the first menses.