ସଡ଼ ସଡ଼
ଦେଖଣା
ସଡ଼ ସଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ପାଣିଆ ଖାଦ୍ୟକୁ କିମ୍ୱା ଜଳମିଶ୍ରିତ ଖାଦ୍ୟ (ଯଥା ଡ଼ାଲି, ପଖାଳ ଭାତ)କୁ ହାପୁରି ଖାଇବାର ଶବ୍ଦ —୧. The chuckling sound produced by eating watery food.
ଅନୁବାଦ
[ସମ୍ପାଦନା]- ୨. (ସଂସ୍କୃତ - ସଟ୍ ଧାତୁ=ଭେଦ କରିବା, ଅବସନ୍ନ ହେବା) ବ୍ରଣ ହେବା ସ୍ଥାନରେ (ଦେହ ଫୋଡ଼ି ହେବା ବା ଫାଟି ପଡ଼ିବା ପରି) ବେଦନାର ଅନୁଭୂତି; ସର୍ ସର୍ —୨. An uneasy and aching sensation felt at the part of the limb where there is a big sore or boil or ulcer.
- ୩. ପୂର୍ବେ ଅନୁଭବ ବା ଭପଭୋଗ କରିଥିବା ସୁଖପ୍ରଦ ବସ୍ତୁକୁ ଦେଖିଲେ ପୁଣି ତାହା ଭୋଗ କରିବାର ଲାଳସା ବା ମନର ଗଳ୍ପ ବା କଣ୍ଡୁ — ୩. A hankering after or itching for a thing which has once been enjoyed with pleasure; mental itching.
ଅନୁବାଦ
[ସମ୍ପାଦନା]- ୪. ନଳଆଦିମଧ୍ୟରେ ନାଳୁଆ ବା ହୁଗୁଳା ଜିନିଷ ହୁଗୁଳା ହୋଇ ଯିବା ଆସିବା କରିବାର ଅବସ୍ଥା —୪. The state of a loose or slimy thing passing up and down a hole.
ଅନୁବାଦ
[ସମ୍ପାଦନା]- ୫. ସଲ ସଲ; ଗଲଗଲ; ଦେହରେ କୌଣସି ହାଲୁକା ବସ୍ତୁ ଚାଲିଯିବା ବେଳର ଅନୁଭୂତି; ଗଳ୍ୱ — ୫. A creeping sensation felt in the body when a light thing passes over the skin.
- ୬. କୁତ୍କୁତ୍; ଅନୁଭୂତି; ସଲ୍ ସଲ୍ —୬. Tickling of tingling sensation in the body.
- ୭. ସର୍ ସର୍ (ଦେଖ) - — ୭. Sar-sar (See)