ସଡ଼ ସଡ଼

ଉଇକିଅଭିଧାନ‌ରୁ

ସଡ଼ ସଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ପାଣିଆ ଖାଦ୍ୟକୁ କିମ୍ୱା ଜଳମିଶ୍ରିତ ଖାଦ୍ୟ (ଯଥା ଡ଼ାଲି, ପଖାଳ ଭାତ)କୁ ହାପୁରି ଖାଇବାର ଶବ୍ଦ —୧. The chuckling sound produced by eating watery food.

ଅନୁବାଦ[ସମ୍ପାଦନା]

୨. (ସଂସ୍କୃତ - ସଟ୍ ଧାତୁ=ଭେଦ କରିବା, ଅବସନ୍ନ ହେବା) ବ୍ରଣ ହେବା ସ୍ଥାନରେ (ଦେହ ଫୋଡ଼ି ହେବା ବା ଫାଟି ପଡ଼ିବା ପରି) ବେଦନାର ଅନୁଭୂତି; ସର୍ ସର୍ —୨. An uneasy and aching sensation felt at the part of the limb where there is a big sore or boil or ulcer.
୩. ପୂର୍ବେ ଅନୁଭବ ବା ଭପଭୋଗ କରିଥିବା ସୁଖପ୍ରଦ ବସ୍ତୁକୁ ଦେଖିଲେ ପୁଣି ତାହା ଭୋଗ କରିବାର ଲାଳସା ବା ମନର ଗଳ୍ପ ବା କଣ୍ଡୁ — ୩. A hankering after or itching for a thing which has once been enjoyed with pleasure; mental itching.

ଅନୁବାଦ[ସମ୍ପାଦନା]

୪. ନଳଆଦିମଧ୍ୟରେ ନାଳୁଆ ବା ହୁଗୁଳା ଜିନିଷ ହୁଗୁଳା ହୋଇ ଯିବା ଆସିବା କରିବାର ଅବସ୍ଥା —୪. The state of a loose or slimy thing passing up and down a hole.

ଅନୁବାଦ[ସମ୍ପାଦନା]

୫. ସଲ ସଲ; ଗଲଗଲ; ଦେହରେ କୌଣସି ହାଲୁକା ବସ୍ତୁ ଚାଲିଯିବା ବେଳର ଅନୁଭୂତି; ଗଳ୍ୱ — ୫. A creeping sensation felt in the body when a light thing passes over the skin.
୬. କୁତ୍କୁତ୍; ଅନୁଭୂତି; ସଲ୍ ସଲ୍ —୬. Tickling of tingling sensation in the body.
୭. ସର୍ ସର୍ (ଦେଖ) - — ୭. Sar-sar (See)