ମାନେ
Appearance
ମାନେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି(ଆରବୀ - ମାନେ; ମାନୀ)
[ସମ୍ପାଦନା]- ୧. ଅର୍ଥ —୧. Meaning.
- ୨. ତାତ୍ପର୍ଯ୍ୟ —୨. Purport.
- ୩. ଶବ୍ଦାର୍ଥ —୩. Meaning of words.
ଦେଶଜ - (ବହୁବଚନାନ୍ତ ପ୍ରତ୍ୟୟ)
[ସମ୍ପାଦନା]ଗଣ; ସମୂହ [ଦ୍ରଷ୍ଟବ୍ୟ —ମନୁଷ୍ୟ ଦେବତାଆଦି ପରେ 'ମାନେ' ଓ ଅନ୍ୟ ଜନ୍ତୁ ଏବଂ ଅଚେତନ ପଦାର୍ଥ ପରେ 'ମାନ' ପ୍ରତ୍ୟୟ ହୁଏ] — (a suffix denoting the plural number, used after words denoting higher beings, e.g. man, Deity etc)-A number of.