Jump to content

ମାନେ

ଉଇକିଅଭିଧାନ‌ରୁ

ମାନେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି(ଆରବୀ - ମାନେ; ମାନୀ)[ସମ୍ପାଦନା]

୧. ଅର୍ଥ —୧. Meaning.
୨. ତାତ୍ପର୍ଯ୍ୟ —୨. Purport.
୩. ଶବ୍ଦାର୍ଥ —୩. Meaning of words.

ଦେଶଜ - (ବହୁବଚନାନ୍ତ ପ୍ରତ୍ୟୟ)[ସମ୍ପାଦନା]

ଗଣ; ସମୂହ [ଦ୍ରଷ୍ଟବ୍ୟ —ମନୁଷ୍ୟ ଦେବତାଆଦି ପରେ 'ମାନେ' ଓ ଅନ୍ୟ ଜନ୍ତୁ ଏବଂ ଅଚେତନ ପଦାର୍ଥ ପରେ 'ମାନ' ପ୍ରତ୍ୟୟ ହୁଏ] — (a suffix denoting the plural number, used after words denoting higher beings, e.g. man, Deity etc)-A number of.