ରାଜି
ରାଜି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ରାଜ୍ ଧାତୁ+କର୍ତ୍ତୃ ଇ)[ସମ୍ପାଦନା]
- ୧. ସମୂହ; ପଙ୍କ୍ତି;ଶ୍ରେଣୀ; ଧାଡ଼ି —୧. Row.
- ୨. ରେଖା —୨. Line.
ବିଶେଷଣ -[ସମ୍ପାଦନା]
- ୧. ଶୋଭିତ —୧. Adorned;shining.
- ୨. ପ୍ରଦୀପ୍ତ —୨. Bright; lighted.
ବୈଦେଶିକ - ବିଶେଷ୍ୟ - (ଆରବୀ - ରାଜୀ)[ସମ୍ପାଦନା]
- ୧. ସମ୍ମତି —୧. Consent;agreement.
[ଉ—କହିଲେ ହେଁ ଅନୁସରି ରାଜି ତ ନ ଦିଶିଲାରେ କବିସୂର୍ଯ୍ୟ କିଶୋରୀଚମ୍ପୂ ତ ଗୀତ]
ବିଶେଷଣ -[ସମ୍ପାଦନା]
ସମ୍ମତ; ସ୍ୱୀକୃତ —Agreed; consenting.