ରାଜି
ଦେଖଣା
ରାଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରାଜ୍ ଧାତୁ+କର୍ତ୍ତୃ ଇ)
[ସମ୍ପାଦନା]- ୧. ସମୂହ; ପଙ୍କ୍ତି;ଶ୍ରେଣୀ; ଧାଡ଼ି —୧. Row.
- ୨. ରେଖା —୨. Line.
ବିଶେଷଣ -
[ସମ୍ପାଦନା]- ୧. ଶୋଭିତ —୧. Adorned;shining.
- ୨. ପ୍ରଦୀପ୍ତ —୨. Bright; lighted.
ବୈଦେଶିକ - ବିଶେଷ୍ୟ - (ଆରବୀ - ରାଜୀ)
[ସମ୍ପାଦନା]- ୧. ସମ୍ମତି —୧. Consent;agreement.
[ଉ—କହିଲେ ହେଁ ଅନୁସରି ରାଜି ତ ନ ଦିଶିଲାରେ କବିସୂର୍ଯ୍ୟ କିଶୋରୀଚମ୍ପୂ ତ ଗୀତ]
ବିଶେଷଣ -
[ସମ୍ପାଦନା]ସମ୍ମତ; ସ୍ୱୀକୃତ —Agreed; consenting.