Jump to content

ରାଜି

ଉଇକିଅଭିଧାନ‌ରୁ

ରାଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରାଜ୍ ଧାତୁ+କର୍ତ୍ତୃ ଇ)[ସମ୍ପାଦନା]

୧. ସମୂହ; ପଙ୍କ୍ତି;ଶ୍ରେଣୀ; ଧାଡ଼ି —୧. Row.
୨. ରେଖା —୨. Line.

ବିଶେଷଣ -[ସମ୍ପାଦନା]

୧. ଶୋଭିତ —୧. Adorned;shining.
୨. ପ୍ରଦୀପ୍ତ —୨. Bright; lighted.

ବୈଦେଶିକ - ବିଶେଷ୍ୟ - (ଆରବୀ - ରାଜୀ)[ସମ୍ପାଦନା]

୧. ସମ୍ମତି —୧. Consent;agreement.

[ଉ—କହିଲେ ହେଁ ଅନୁସରି ରାଜି ତ ନ ଦିଶିଲାରେ କବିସୂର୍ଯ୍ୟ କିଶୋରୀଚମ୍ପୂ ତ ଗୀତ]

ବିଶେଷଣ -[ସମ୍ପାଦନା]

ସମ୍ମତ; ସ୍ୱୀକୃତ —Agreed; consenting.