ମନ୍ଦିର
ଦେଖଣା
ମନ୍ଦିର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ—ଠାରେ ଲୋକ ନିଦ୍ରା ଯାଆନ୍ତି)
[ସମ୍ପାଦନା]- ୧. ଗୃହ; ଭବନ ଆବାସ; ବାସ ଗୃହ —୧. Residence; house; dwelling; abode.
- ୨. ପୁର —୨. Premises.
- ୩. ଦେଉଳ; ଦେବ ଗୃହ —୩. A temple; a pagoda.
- ୪. ନଗର —୪. Town.
- ୫. ଦେବାରାଧନ ସ୍ଥାନ; ଉପାସନା ଗୃହ —୫. A place of worship; the sea.
- ୬. ସମୁଦ୍ର —୬. The ocean; the sea.
- ୭. ଜାନୁର ବା ଆଣ୍ଠୁର ପଛଭାଗ — ୭. The back of the knee.
- ୮. ଜଙ୍ଘର ପଛ — ୮. Ham.
- ୯. ଶିବିର; ସେନାନିବାସ (ହିନ୍ଦୀ - ଶ) — ୯. Camp (Apte).