ମନ୍ଦିର

ଉଇକିଅଭିଧାନ‌ରୁ

ମନ୍ଦିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ମନ୍ଦ୍ ଧାତୁ=ନିଦ୍ରା ଯିବା+ଅଧୁକରଣ ଇର; ଯେଉଁ—ଠାରେ ଲୋକ ନିଦ୍ରା ଯାଆନ୍ତି)[ସମ୍ପାଦନା]

୧. ଗୃହ; ଭବନ ଆବାସ; ବାସ ଗୃହ —୧. Residence; house; dwelling; abode.
୨. ପୁର —୨. Premises.
୩. ଦେଉଳ; ଦେବ ଗୃହ —୩. A temple; a pagoda.
୪. ନଗର —୪. Town.
୫. ଦେବାରାଧନ ସ୍ଥାନ; ଉପାସନା ଗୃହ —୫. A place of worship; the sea.
୬. ସମୁଦ୍ର —୬. The ocean; the sea.
୭. ଜାନୁର ବା ଆଣ୍ଠୁର ପଛଭାଗ — ୭. The back of the knee.
୮. ଜଙ୍ଘର ପଛ — ୮. Ham.
୯. ଶିବିର; ସେନାନିବାସ (ହିନ୍ଦୀ - ଶ) — ୯. Camp (Apte).