ଲେଉଟାଣି
ଲେଉଟାଣି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିବର୍ତ୍ତନ)[ସମ୍ପାଦନା]
- ୧. କୌଣସି ସ୍ଥାନରୁ ଲେଉଟି କରି ଆସିବା; ଯାଇଥିବା ସ୍ଥାନରୁ ଫେରି ଆସିବା —୧. Coming back from a place.
- ୨. କୌଣସି ସ୍ଥାନରୁ ଫେରିବା ବେଳର ଭ୍ରମଣ ବା ଯାତ୍ରା —୨. Return trip; return journey.
କ୍ରି.ବିଣ[ସମ୍ପାଦନା]
- ୧. କୌଣସି ସ୍ଥାନରୁ ଫେରିବା ସମୟରେ — ୧. While returnjing.
- ୨. ଲେଉଟି ଆସିବା— ବେଳେ —୨. In the course of the return trip.
(ଯଥା—ବାବା ! କଟକ ଲେଉଟାଣ ମୋ ପାଇଁ ହଳେ ଯୋତା ଆଣିବା)