ଲେଉଟାଣି

ଉଇକିଅଭିଧାନ‌ରୁ

ଲେଉଟାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିବର୍ତ୍ତନ)[ସମ୍ପାଦନା]

୧. କୌଣସି ସ୍ଥାନରୁ ଲେଉଟି କରି ଆସିବା; ଯାଇଥିବା ସ୍ଥାନରୁ ଫେରି ଆସିବା —୧. Coming back from a place.
୨. କୌଣସି ସ୍ଥାନରୁ ଫେରିବା ବେଳର ଭ୍ରମଣ ବା ଯାତ୍ରା —୨. Return trip; return journey.

କ୍ରି.ବିଣ[ସମ୍ପାଦନା]

୧. କୌଣସି ସ୍ଥାନରୁ ଫେରିବା ସମୟରେ — ୧. While returnjing.
୨. ଲେଉଟି ଆସିବା— ବେଳେ —୨. In the course of the return trip.

(ଯଥା—ବାବା ! କଟକ ଲେଉଟାଣ ମୋ ପାଇଁ ହଳେ ଯୋତା ଆଣିବା)