ନିଗାଡ଼ିବା
Appearance
ନିଗାଡ଼ିବା
ଉଚ୍ଚାରଣ
[ସମ୍ପାଦନା]ନିଗଡ଼ା(ଡ଼େ)ଇବା, ନିଗିଡ଼ା(ଡ଼େ)ଇବାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ନିର୍ଗଳନ)
[ସମ୍ପାଦନା]- ୧. ନିଗିଡ଼ିବା କ୍ରିୟାର ଣିଜନ୍ତ ରୂପ — ୧. The causative form of 'Nigiṟḍ̠ibā.
- ୨. କୌଣସି ରସଯୁକ୍ତ ବସ୍ତୁରୁ ରସ ଚିପୁଡ଼ିବା; ଝରାଇବା —୨. To squeeze or press out the juice; to express juice.
- ୩. ରସ ବା ଜଳକୁ ଗାଳିବା —୩. To Cause liquid to ooze or drop out of a thing; to pour off liquid to the last drop.
- ୪. କୌଣସି ପାତ୍ରକୁ ଅଣେଇ ବା ଓଲଟାଇ ରଖି ତହିଁରେ ଥିବା ଦ୍ରବ ପଦାର୍ଥକୁ କ୍ଷରିତ ବା ନିଃଶେଷିତ କରିବା — ୪. To empty a receptacle of its liquid contents.