Jump to content

ନିଗାଡ଼ିବା

ଉଇକିଅଭିଧାନ‌ରୁ

ନିଗାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନିଗଡ଼ା(ଡ଼େ)ଇବା, ନିଗିଡ଼ା(ଡ଼େ)ଇବାଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନିର୍ଗଳନ)[ସମ୍ପାଦନା]

୧. ନିଗିଡ଼ିବା କ୍ରିୟାର ଣିଜନ୍ତ ରୂପ — ୧. The causative form of 'Nigiṟḍ̠ibā.
୨. କୌଣସି ରସଯୁକ୍ତ ବସ୍ତୁରୁ ରସ ଚିପୁଡ଼ିବା; ଝରାଇବା —୨. To squeeze or press out the juice; to express juice.
୩. ରସ ବା ଜଳକୁ ଗାଳିବା —୩. To Cause liquid to ooze or drop out of a thing; to pour off liquid to the last drop.
୪. କୌଣସି ପାତ୍ରକୁ ଅଣେଇ ବା ଓଲଟାଇ ରଖି ତହିଁରେ ଥିବା ଦ୍ରବ ପଦାର୍ଥକୁ କ୍ଷରିତ ବା ନିଃଶେଷିତ କରିବା — ୪. To empty a receptacle of its liquid contents.