ବଞ୍ଚିବା
ବଞ୍ଚିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ସଂସ୍କୃତ - ବଞ୍ଚ୍ ଧାତୁ= ଗମନ କରିବା)[ସମ୍ପାଦନା]
- ୧. ଜୀଇଁବା; ଜୀବନଧାରଣ କରିବା; ଜୀବିତ ରହିବା; ବାସ କରିବା — ୧. To live; to survive.
ଚମ୍ପକାରଣ୍ୟେ ଏକ ଗତି ଯେ ବଞ୍ଚିଛି ସହସ୍ରେ ଗାଈ ଦାନ ଫଳ ସେ ପାଇଛି କୃଷ୍ଣସିଂହ. ମହାଭାରତ ବନ
- ୨. ବଳି ପଡ଼ିବା; ଉଦ୍ୱୃତ୍ତ ହେବା — ୨. To be outstanding; to remain over.
- ୩. କଷ୍ଟ ବା ବିପଦରୁ ରକ୍ଷା ପାଇବା — ୩. To be saved from danger.
ଅସୁର ପୁତ୍ର ପ୍ରହଲାଦ, ବଞ୍ଚିଲା ଅନେକ ପ୍ରମାଦ ଜଗନ୍ନାଥ. ଭାଗବତ
- ୪. (ଦିନ ବା କାଳ) ଯାପନ କରିବା; ଅତିବାହିତ କରିବବା, କ୍ଷେପଣ କରିବା —୪. To pass (time); to while away (time)
ବିଅର୍ଥେ ଦିନ ବଞ୍ଚୁ ଅଛି ମୋ ଧନ କବିସୂର୍ଯ୍ୟ. ରତ୍ନାକରଚମ୍ପୂ କ. ଗୀତ