ଢକା ବାଜିବା
ଦେଖଣା
ଢକା ବାଜିବା
ଉଚ୍ଚାରଣ
[ସମ୍ପାଦନା](ଢ଼କା ବାଜିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଢକା ବାଜିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢକ୍କା ଓ ବାଦନ)
[ସମ୍ପାଦନା]- ୧. ଢୋଲ ଶବ୍ଦାୟମାନ ହେବା — ୧. Sounding of a drum.
- ୨. (କୌଣସି ବିଷୟ) ସାଧାରଣରେ ପ୍ରଚାରିତ ହେବା — ୨. Wide publication of a matter (as if by beat of drum).
ଢକା ବାଜୁଥାଇ ବ୍ରଜେ କବିସୂର୍ଯ୍ୟ, କିଶୋରଚମ୍ପୂ ତ ଗୀତ