ଢକା ବାଜିବା

ଉଇକିଅଭିଧାନ‌ରୁ

ଢକା ବାଜିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଢ଼କା ବାଜିବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢକ୍କା ଓ ବାଦନ)[ସମ୍ପାଦନା]

୧. ଢୋଲ ଶବ୍ଦାୟମାନ ହେବା — ୧. Sounding of a drum.
୨. (କୌଣସି ବିଷୟ) ସାଧାରଣରେ ପ୍ରଚାରିତ ହେବା — ୨. Wide publication of a matter (as if by beat of drum).

ଢକା ବାଜୁଥାଇ ବ୍ରଜେ କବିସୂର୍ଯ୍ୟ, କିଶୋରଚମ୍ପୂ ତ ଗୀତ