Jump to content

ରାଟ

ଉଇକିଅଭିଧାନ‌ରୁ

ରାଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ରାଜ୍ ଶବ୍ଦ, ୧ମା ୧ବ ରାଟ୍)

[ସମ୍ପାଦନା]

ରାଜା —KIng.

(ଯଥା—କଂସରାଟ; ଜନ୍ତୁରାଟ)

[ଉ—କହେ ଅଷ୍ଟଦୁର୍ଗ—ଧରା—ରାଟ କବିସୂର୍ଯ୍ୟ ସଙ୍ଗୀତ]

ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହେଲେ)

[ସମ୍ପାଦନା]

ଶ୍ରେଷ୍ଠ ବସ୍ତୁ ବା ବ୍ୟକ୍ତି —Excellent; eminent thing or person.

[ଉ—ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁ ହୀରକରାଟ କବିସୂର୍ଯ୍ୟ କବିତା]