ରାଟ
Jump to navigation
Jump to search
ରାଟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - (ପଦ୍ୟ) ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ରାଜ୍ ଶବ୍ଦ, ୧ମା ୧ବ ରାଟ୍)[ସମ୍ପାଦନା]
ରାଜା —KIng.
(ଯଥା—କଂସରାଟ; ଜନ୍ତୁରାଟ)
[ଉ—କହେ ଅଷ୍ଟଦୁର୍ଗ—ଧରା—ରାଟ କବିସୂର୍ଯ୍ୟ ସଙ୍ଗୀତ]
ବିଶେଷଣ - (ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହେଲେ)[ସମ୍ପାଦନା]
ଶ୍ରେଷ୍ଠ ବସ୍ତୁ ବା ବ୍ୟକ୍ତି —Excellent; eminent thing or person.
[ଉ—ମାଳା କରିବାକୁ ସଞ୍ଚି ବରାଟ, ଫିଙ୍ଗିଲ ମଞ୍ଜୁଷୁ ହୀରକରାଟ କବିସୂର୍ଯ୍ୟ କବିତା]