Jump to content

ଜାଲପୋଢୁଅ

ଉଇକିଅଭିଧାନ‌ରୁ

ଜାଲପୋଢୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଜାସପୋଡ଼ୁହ, ଜାଲପୋରୁହ, ଜ

ଜାଲପୋଡ଼ୁହ, ଜାଲପୋରୁହ, ଜାଲପୋଳୁହ, ଜାଲପୋଲ୍ହୁହଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ+ ପ୍ଳବ)

[ସମ୍ପାଦନା]

ମାଛ ଧରିବାପାଇଁ ବ୍ୟବହୃତ ପୋଳୁହ ଆକୃତିରେ ଖଞ୍ଜା ହୋଇଥିବା ୫ ଖଣ୍ଡ ଡାଙ୍ଗରେ ଆବୃତ ଜାଲ — A contrivance consisting of a circular net controlled by five sticks converging at the top.