ଜାଲପୋଢୁଅ

ଉଇକିଅଭିଧାନ‌ରୁ

ଜାଲପୋଢୁଅ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଜାସପୋଡ଼ୁହ, ଜାଲପୋରୁହ, ଜ

ଜାଲପୋଡ଼ୁହ, ଜାଲପୋରୁହ, ଜାଲପୋଳୁହ, ଜାଲପୋଲ୍ହୁହଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ+ ପ୍ଳବ)[ସମ୍ପାଦନା]

ମାଛ ଧରିବାପାଇଁ ବ୍ୟବହୃତ ପୋଳୁହ ଆକୃତିରେ ଖଞ୍ଜା ହୋଇଥିବା ୫ ଖଣ୍ଡ ଡାଙ୍ଗରେ ଆବୃତ ଜାଲ — A contrivance consisting of a circular net controlled by five sticks converging at the top.