ବୈଜୟନ୍ତୀ

ଉଇକିଅଭିଧାନ‌ରୁ

ବୈଜୟନ୍ତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୈଜୟନ୍ତିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବୈଜୟନ୍ତ+ଈ)[ସମ୍ପାଦନା]

୧. ପତାକା —୧. Flag;banner.
୨. ଜାନୁ ପର୍ଯ୍ୟନ୍ତ ଲମ୍ୱିତକ ପଞ୍ଚବର୍ଣ୍ଣ— ମୟୀ ମାଳା —୨. A five-coloured garland reaching the thighs.
୩. ବିଷ୍ଣୁଙ୍କ କଣ୍ଠସ୍ଥ ମାଳା —୩. The garland of Bishṇu.
୪. ଅଧିରୋହିଣୀ; ନିଶୁଣୀ —୪. Ladder; staircase.
୫. ଧନିଚା ବା ଜୟନ୍ତୀ ବୃକ୍ଷ —୫. Name of a plant; Eychonomene Sesban.